ଭାରତରେ କୋଭିଡ୍‌ ଟିକାକରଣ ଅଭିଯାନର ୧ବର୍ଷ ପୂର୍ତ୍ତି

ନୂଆଦିଲ୍ଲୀ: କୋଭିଡ୍‌-୧୯ ମହାମାରୀ ବିରୁଦ୍ଧରେ ଦେଶବ୍ୟାପୀ ଆରମ୍ଭ ହୋଇଥିବା ଟିକାକରଣ ଅଭିଯାନର ରବିବାର ଦିନ ଏକ ବର୍ଷ ପୂର୍ତ୍ତି ହୋଇଛି। ଏହି ଅବଧି ମଧ୍ୟରେ ୧୫୬.୭୬ କୋଟିରୁ ଅଧିକ ଟିକା ଡୋଜ୍‌ ହିତାଧିକାରୀମାନଙ୍କୁ ପ୍ରଦାନ କରାଯାଇଛି। ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଅଧିକାରୀଙ୍କ ବକ୍ତବ୍ୟ ଅନୁଯାୟୀ, ବୟସ୍କ ଜନସଂଖ୍ୟାର ୯୨ ପ୍ରତିଶତରୁ ଅଧିକଙ୍କୁ ଅତି କମରେ ଗୋଟିଏ ଡୋଜ୍‌ ଟିକା ମିଳିଥିବା ବେଳେ ୬୮ ପ୍ରତିଶତରୁ ଅଧିକଙ୍କୁ ସମ୍ପୂର୍ଣ୍ଣ ଟିକା (୨ଟି ଡୋଜ୍‌) … Continue reading ଭାରତରେ କୋଭିଡ୍‌ ଟିକାକରଣ ଅଭିଯାନର ୧ବର୍ଷ ପୂର୍ତ୍ତି